Product Banner

ୟୁପିଏସସି ପରୀକ୍ଷାରେ ୨୮୫ ସ୍ଥାନରେ- ଶ୍ରୀମାନ ସାଇ ରମଣ ପାତ୍ର

ଓଡ଼ିଶା ତଥା ନୟାଗଡ ଜିଲ୍ଲା ପାଇଁ ଗର୍ବ ଆଣିଲେ ରଣପୁର ବ୍ଲକ ଅନ୍ତର୍ଗତ ଗୋପାଳପୁର ଗ୍ରାମର ଶ୍ରୀମାନ ସାଇ ରମଣ ପାତ୍ର | ୟୁପିଏସସି ପରୀକ୍ଷାରେ ୨୮୫ ସ୍ଥାନରେ ରହି ସଫଳତା ପାଇ ହେଲେ ଆଇଏଏସ (IAS) |

-ଅଭିନନ୍ଦନ ସହ ଶୁଭେଛା
ନୟାଗଡ଼ ଅପଡେଟସ ପରିବାର

News Highlights