ନୟାଗଡ଼ :- ନୟାଗଡ଼ ଜିଲ୍ଲା ମାଟ୍ରିକ ଟପ୍ପର ହୋଇଛନ୍ତି ସରୋଜ କୁମାର ଜେନା । ସେ ଆଞ୍ଚଳିକ ହାଇସ୍କୁଲ, କ୍ରୀଦାସପୁର ର ଛାତ୍ର । 600 ରୁ 572 ମାର୍କ ରଖି ଏହି କୃତିତ୍ୱ ହାସଲ କରିଛନ୍ତି। ଜିଲ୍ଲାରେ ୧୨୧୮୩ ଛାତ୍ର ଛାତ୍ରୀଙ୍କୁ ପଛରେ ପକାଇ A1 ଗ୍ରେଡରେ ଜିଲ୍ଲା ଟପ୍ସର ହୋଇପାରିଛନ୍ତି । କ୍ରିଦାସପୁର ଗାଁର ବାସିନ୍ଦା ଗଦାଧର ଜେନା ଓ ଜସ୍ମିନ୍ ଜେନାଙ୍କ ପୁଅ ସରୋଜ କୁମାର ଜେନା।