ନୟାଗଡ଼:- ସମଗ୍ର ଭାରତ ବର୍ଷରେ ଗୋ ହତ୍ୟା ସମ୍ପୂର୍ଣ୍ଣ ରୂପେ ବନ୍ଦ କରିବା ଓ ଗୋ ମାତାଙ୍କୁ ରଷ୍ଟ୍ରୀୟ ସ୍ତରରେ ରାଷ୍ଟ୍ରମାତା ସମ୍ମାନ ଦାବିରେ ସମ୍ପୂର୍ଣ୍ଣ ଦେଶରେ ଥିବା ସମସ୍ତ ତହସିଲର ତହସିଲ ଦାରଙ୍କ ମାଧ୍ୟମରେ ଆଜି ତା ୨୭.୦୪ ୨୦୨୬ ରିଖ ସୋମବାର ଦିବା ୧୦ ଘଟିକା ସମୟରେ ମାନ୍ୟବର ପ୍ରଧାନ ମନ୍ତ୍ରୀ ମହାମହିମ ରାଷ୍ଟ୍ରପତି ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ମହାମହିମ ରାଜ୍ୟପାଳ ଙ୍କୁ ଦାବି ପତ୍ର ପ୍ରଦାନ କରାଯାଇଛି ଏହି ଅବସର ରେ ନୟାଗଡ ଜିଲ୍ଲା ରେ ଥିବା ସମସ୍ତ ଆଠ ଗୋଟି ତହସିଲ ରେ ତହସିଲ ଦାର ଙ୍କ ମାଧ୍ୟମରେ ସ୍ଥାନୀୟ ଅଞ୍ଚଳ ର ଗୋସେବକ ଭାଇମାଙ୍କଦ୍ୱରା ଦାବି ପତ୍ର ପ୍ରଦାନ କରାଯାଇଛି