ନୟାଗଡ଼ :- ନୟାଗଡ଼ ପୋଲିସ ଟ୍ରେନିଂ ସ୍କୁଲର ଅଧ୍ଯକ୍ଷ ଭବେଶ କୁମାର ନାୟକ ତାଙ୍କର ଉଲ୍ଲେଖନୀୟ କାର୍ଯ୍ୟ ଏବଂ ସଫଳତା ପାଇଁ । ଆରକ୍ଷୀ ମହାନିର୍ଦ୍ଧେଶକଙ୍କ ଠାରୁ ଭୁବନେଶ୍ୱର ଠାରେ ଆୟୋଜିତ ୯୧ତମ ପୋଲିସ ପ୍ରତିଷ୍ଠା ଦିବସ ଅବସରରେ ପଦକ ଓ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା ।