-ଆଶ୍ବସ୍ତିକର ସୂଚନା; ଭାରତ ଆସୁଛି ୯୨ ହଜାର ଟନ୍ LPG -ଦୁଇଟି ଭାରତୀୟ ଜାହାଜରେ ଆସୁଛି LPG -ଆସନ୍ତା ୧୬ ଓ ୧୭ ସୁଦ୍ଧା ମୁନ୍ଦ୍ରା ଓ କାଣ୍ଡା ପୋର୍ଟରେ ପହଞ୍ଚିବ -ଏନେଇ ଜାହାଜ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସୂଚନା l